26.1 C
Bhubaneswar
Thursday, September 24, 2026
Homeଓଡିଶାରାଉରକେଲା ଏୟାରଷ୍ଟ୍ରିପ ହେବ ବିମାନବନ୍ଦର

ରାଉରକେଲା ଏୟାରଷ୍ଟ୍ରିପ ହେବ ବିମାନବନ୍ଦର

ଭୁବନେଶ୍ୱର: ରାଉରକେଲା ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ ପାଇଁ ମଞ୍ଜୁରୀ ମିଳିଛି । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ବଜେଟରେ ଏୟାରଷ୍ଟ୍ରିପର ଉନ୍ନତୀକରଣ ନିମନ୍ତେ ଅର୍ଥ ବରାଦ କରାଯାଇଛି । ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗ କରିଛନ୍ତି । ମୟୁରଭଞ୍ଜ ଅମର୍ଦ୍ଦା ରୋଡ ଏୟାଷ୍ଟ୍ରିପ ମଧ୍ୟ ବିମାନ ବନ୍ଦର ହେବ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking