32.1 C
Bhubaneswar
Tuesday, September 15, 2026
Homeଓଡିଶାମାଛ ଧରୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

ମାଛ ଧରୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଖରିନାସି ଗାଁରେ ଅଘଟଣ । ମାଛ ଧରିବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର । ଖରିନାସି-ରାମନଗର ନଦୀରେ ମହିଳା ଜଣକ ମାଛ ଧରୁଥିବା ସମୟରେ ହଠାତ୍ କୁମ୍ଭୀରଟି ଆକ୍ରମଣ କରି ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।ଘଟଣା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସ୍ଥାନୀୟଙ୍କ ଉଦ୍ୟମରେ ମହିଳାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଖରିନାସି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking