28.1 C
Bhubaneswar
Thursday, September 10, 2026
Homeଓଡିଶାଏଥର ଆଗୁଆ ଆସିପାରେ ଖରାଦିନ

ଏଥର ଆଗୁଆ ଆସିପାରେ ଖରାଦିନ

ଭୁବନେଶ୍ୱର :  ଏଥର ଆଗୁଆ ଆସିପାରେ ଖରାଦିନ । ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ କହିଛନ୍ତି, ଚଳିତଥର ଖରା ମାସ ଆଗୁଆ ଆରମ୍ଭ ହୋଇପାରେ ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳିଗୁଳି ଅନୁଭୂତ ହୋଇପାରେ । ଏନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍‌ଆର୍‌ସି ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ଅଧ୍ୟୟନ ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଏଥିପାଇଁ ଲୋକେ ବ୍ୟସ୍ତ ହେବାର ନାହିଁ । ସମ୍ଭାବ୍ୟ ଗ୍ରୀଷ୍ମ ଋତୁକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking