27.1 C
Bhubaneswar
Saturday, August 22, 2026
Homeଓଡିଶାପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ

ପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ

କୋରାପୁଟ : କୋରାପୁଟ ପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ସମସ୍ତ ଅଭିଯୁକ୍ତ । ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଟାଉନ୍ ଥାନା ଅଞ୍ଚଳର ବରୁଣ ହିଆଲ, ସଦର ଅଞ୍ଚଳର ସନ୍ୟାସୀ ଗମାଙ୍ଗୋ ଓ ନବରଙ୍ଗପୁର ଅଞ୍ଚଳର ସୁରେନ୍ଦ୍ର ହରିଜନ ।ଗତ ୫ ତାରିଖରେ ଜୟପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଇନ୍ ଜଙ୍ଗଲକୁ ଫଟୋ ସୁଟିଂ ପାଇଁ ଯାଇଥିଲେ । ଏହି ସମୟରେ ତିନି ଜଣ ଯୁବକ ସେଠାରେ ପହଞ୍ଚି ଛୁରୀ ଦେଖାଇ ଭୟଭୀତ କରିବା ସହ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking