27.1 C
Bhubaneswar
Saturday, August 22, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଫାଇଲ୍ ଗାଏବ ପଛରେ ବଡ଼ ଷଡ଼୍‌ଯନ୍ତ୍ର !

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଫାଇଲ୍ ଗାଏବ ପଛରେ ବଡ଼ ଷଡ଼୍‌ଯନ୍ତ୍ର !

ଭୁବନେଶ୍ୱର:  ସିଏମ୍‌ଓରୁ ଫାଇଲ ହଜିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। ସବୁଠାରୁ ଲଜ୍ଜ୍ୟାଜନକ ଓ ଚମକାଇ ଦେବା କଥା ହେଉଛି କି ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ନେଇ ଗଠିତ ଜଷ୍ଟିସ ମହାପାତ୍ର ଏବଂ ନାଇଡୁ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ, ଫାଇଲ ଗୁଡ଼ିକ ଷଡ଼ଯନ୍ତ୍ର କରି ଗାଏବ କରି ଦିଆଯାଇଛି । ତାହାକୁ ଲୋକସେବା ଭବନରୁ ହଜାଇ ଦିଆଯାଇଥିଲା । ଫାଇଲ ହଜାଇବା ସାଧାରଣ ଅବହେଳା ହୋଇନପାରେ  ।ଏହା ହେଉଛି ଅପରାଧୀଙ୍କୁ ବଞ୍ଚାଇବା ପାଇଁ ସୁଚିନ୍ତିତ, ସାଂଘାତିକ ଷଡ଼ଯନ୍ତ୍ର। ମୁଁ ଦୃଢ଼ ଆଶ୍ଵାସନ ଦେଉଛି ଯେ, ସତ୍ୟର ଉନ୍ମୋଚନ ନିଶ୍ଚିନ୍ତ ଭାବେ ହେବ । ଆଜି ତାଳଚେର ଗୁରୁଜାଙ୍ଗ ଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁଜାଙ୍ଗ ଗ୍ରାମରେ ଥିବା  ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷୀକ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking