29.1 C
Bhubaneswar
Friday, August 14, 2026
Homeଓଡିଶାଦୀଘା ଜଗନ୍ନାଥ ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ! ଭିଡିଓ ଭାଇରାଲ

ଦୀଘା ଜଗନ୍ନାଥ ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ! ଭିଡିଓ ଭାଇରାଲ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ କରାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଯାହାକୁ ଭକ୍ତ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ରତା ଓ ରୀତିନୀତି ପ୍ରତି ଏକ କୁଠାରଘାତ ବୋଲି କୁହାଯାଉଛି । ମନ୍ଦିର ରୋଷେଇ କିମ୍ବା ଭୋଗ ପ୍ରସ୍ତୁତି ସମୟରେ କଠୋର ନିଷ୍ଠା ଏବଂ ଶୁଦ୍ଧତା ରକ୍ଷା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଜୋତା ପିନ୍ଧି ରୋଷେଇ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking