31 C
Bhubaneswar
Saturday, August 8, 2026
Homeଓଡିଶାଶିମିଳିପାଳରେ ବାଘୁଣୀର ମୃତ୍ୟୁ

ଶିମିଳିପାଳରେ ବାଘୁଣୀର ମୃତ୍ୟୁ

କେନ୍ଦ୍ରାପଡା: ଶିମିଳିପାଳରେ ବାଘୁଣୀର ମୃତ୍ୟୁ । ଶିମିଳିପାଳ ଜାତୀୟ ଉଦ୍ୟାନରେ କଳା ବାଘୁଣୀର ମୃତ୍ୟୁ ହୋଇଥିବା ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି ମୃତ୍ୟୁ ହୋଇଥିବା ଜଣାପଡିଛି । ୟୁବିକେ ରେଞ୍ଜ ଜଟିଆଣି କ୍ୟାମ୍ପ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ବୟସ ମାତ୍ର ୫ ବର୍ଷ । ୬ ତାରିଖରେ ପାଟ୍ରୋଲିଂ ଷ୍ଟାଫ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ସାପକାମୁଡା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ତେବେ ସାପ କାମୁଡା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking