30 C
Bhubaneswar
Friday, August 7, 2026
Homeଓଡିଶାସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରୁଛୁ: ମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରୁଛୁ: ମନ୍ତ୍ରୀ

ଭୁବନେଶ୍ୱର: ନୋ ଇନସୁରାନ୍ସ , ନୋ ପେଟ୍ରୋଲ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭତିଭୂଷଣ ଜେନା ପ୍ରତିକ୍ରିୟା ରଖି କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରାଯାଉଛି । ମାର୍ଗଦର୍ଶିକା ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ରାଜ୍ୟରେ ୯୭ ଲକ୍ଷ ଗାଡି ପଞ୍ଜୀକୃତ, ଇନସୁରାନ୍ସ ନଥିବା ଗାଡି ଅଧିକ । ଥାର୍ଡ ପାର୍ଟି ଇନସୁରାନ୍ସକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏନେଇ ସବୁ ଟୋଲ ଗେଟରେ ଚାଲାଣ ହେଉଛି କହିଛନ୍ତି ମନ୍ତ୍ରୀ । ଆହୁରି ମନ୍ତ୍ରୀ କହିଛନ୍ତି, ଦଣ୍ଡ ବିଧାନ ଆମ ପ୍ରାଥମିକତା ନୁହେଁ, ଲୋକେ ନିୟମ ମାନନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking