30 C
Bhubaneswar
Friday, August 7, 2026
Homeଓଡିଶାଏମଏସପିଠୁ ଅଧିକ ଦରରେ ବିକ୍ରି ହେବନି ବାଲି: ମନ୍ତ୍ରୀ

ଏମଏସପିଠୁ ଅଧିକ ଦରରେ ବିକ୍ରି ହେବନି ବାଲି: ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା କାରବାର ରୋକିବା ପାଇଁ ସରକାରର ପଦକ୍ଷେପ ନେଇଛନ୍ତି । ଏମଏସପିଠୁ ଅଧିକ ଦରରେ ବିକ୍ରି ହୋଇପାରିବନି ବାଲି କହିଲେ ପରିବହନ ମନ୍ତ୍ରୀ । ବାଲିର ଏମଏସପି ୩୪୦ ଟଙ୍କା ଧାର୍ଯ୍ୟ ହୋଇଛି କହିଛନ୍ତି, ବିଭୂତି ଜେନା । ପ୍ରଥମ ପର୍ଯ୍ୟାୟରେ ଇ- ବଟେରୀ ଜରିଆରେ ନିଲାମ ହେବ ଶହେରୁ ଅଧିକ ଖାଦାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking