28.9 C
Bhubaneswar
Monday, August 3, 2026
Homeଓଡିଶାବନ୍ୟା ପ୍ରଭାବ: କଟକ ଛତ୍ରବଜାରରେ ବଢ଼ିଲା ପରିବା ଦର

ବନ୍ୟା ପ୍ରଭାବ: କଟକ ଛତ୍ରବଜାରରେ ବଢ଼ିଲା ପରିବା ଦର

କଟକ: ରାଜ୍ୟରେ ବନ୍ୟା ଯୋଗୁଁ ଶହ ଶହ ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି । ଫଳରେ ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି । କଟକ ଛତ୍ରବଜାରରେ ପରିବା ଦର ବୃଦ୍ଧି ପାଇଛି । ଗୋଟିଏ ପଟେ ବନ୍ୟା ଦ୍ବାରା ପରିବା ନଷ୍ଟ ହୋଇଛି, ଅନ୍ୟପଟେ ଶ୍ରାବଣ ମାସ ଥିବାରୁ ପରିବା ଗୁଡ଼ିକର ଦାମ ବଢ଼ି ବଢ଼ି ଚାଲିଛି । ଫଳରେ ଗ୍ରାହକ ଏବେ ପରିବା କିଣିବା ଆଗରୁ ଶହେ ଥର ଭାବୁଛନ୍ତି । ତେବେ ନଜର ପକାନ୍ତୁ ଆଜି ଛତ୍ରବଜାରରେ କେଉଁ ପରିବା ଦାମ୍ କେତେ ରହିଛି ।
କଟକ
ଛତ୍ରବଜାର ଦର
ବାଇଗଣ – ୯୦ ଟଙ୍କା
ପୋଟଳ – ୮୦ ଟଙ୍କା
ଭେଣ୍ଡି – ୬୦ ଟଙ୍କା
କାଙ୍କଡ଼ – ୭୦ ଟଙ୍କା
ଦେଶୀ କାଙ୍କଡ଼ – ୨୫୦ ଟଙ୍କା
କଲରା – ୬୦ ଟଙ୍କା
ବିମ୍ସ – ୧୬୦ ଟଙ୍କା
ବିଲାତି – ୪୦ ଟଙ୍କା
କୁନ୍ଦୁରି – ୪୦ ଟଙ୍କା
ଫୁଲ କୋବି – ଗୋଟା ୭୦ ଟଙ୍କା
କଖାରୁ କିଲୋ – ୨୫ ଟଙ୍କା
ଗାଜର କିଲୋ ୪୦ ଟଙ୍କା
ସାରୁ – ୪୦ ଟଙ୍କା
କଞ୍ଚା ଲଙ୍କା – ୧୨୦ ଟଙ୍କା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking