26.1 C
Bhubaneswar
Wednesday, September 23, 2026
Homeଓଡିଶାଗ୍ରାହକଙ୍କ ସୁବିଧା ପାଇଁ ରବିବାର ବ୍ୟାଙ୍କ ଖୋଲା ରହିବ !

ଗ୍ରାହକଙ୍କ ସୁବିଧା ପାଇଁ ରବିବାର ବ୍ୟାଙ୍କ ଖୋଲା ରହିବ !

ଭୁବନେଶ୍ୱର: ରବିବାର ବି ବ୍ୟାଙ୍କ ଖୋଲା ରହିବ । ଏନେଇ ନିଷ୍ପତ୍ତି ହୋଇଛି ।ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ । ଆସନ୍ତା ୨୭ ତାରଖ ରବିବାର ଦିନ ବ୍ୟାଙ୍କ ଖୋଲା ରହିବ ବ୍ୟାଙ୍କ । ତିନିଦିନିଆ ଧର୍ମଘଟ ପାଇଁ ରବିବାର ବି ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ । ସପ୍ତାହକୁ ଦୁଇ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking