33.8 C
Bhubaneswar
Friday, July 24, 2026
Homeଓଡିଶାଧାଡ଼ି ପହଣ୍ଡିରେ ରଥକୁ ଆସିଲେ ବଳଭଦ୍ର

ଧାଡ଼ି ପହଣ୍ଡିରେ ରଥକୁ ଆସିଲେ ବଳଭଦ୍ର

ପୁରୀ : ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ। ଶ୍ରୀଗୁଣ୍ଡିଚାରେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଲୀଳାଖେଳା ସାରି ଦଶମୀ ତିଥିରେ ଦାରୁବ୍ରହ୍ମ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ।  ଶରଧାବାଲିରୁ ଧାଡ଼ି ପହଣ୍ଡିରେ ରଥକୁ ଆସିଲେ ବଳଭଦ୍ର ।  ରଥାରୁଢ଼ ହେଲେ ପ୍ରଭୁ ବଳଭଦ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking