ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳଙ୍କୁ ନବୀନ ପଟ୍ଟନାୟକ ବିଶ୍ୱାସଘାତକ କହିବା ପ୍ରସଙ୍ଗ । ପରୋକ୍ଷରେ ନବୀନଙ୍କୁ ଧ୍ରୁତରାଷ୍ଟ୍ର କହିଲେ ପ୍ରଭାତ ବିଶ୍ୱାଳ । ଭଗବାନ ଶ୍ରୀକଷ୍ଣ ବୁଝାଇଥିଲେ ବି ଶୁଣିନଥିଲେ ଧ୍ରୁତରାଷ୍ଟ୍ର । କୁକୁରବଂଶ ଭଳି ବିଜେଡି ଧ୍ୱଂସ ହୋଇଯିବ କହିଲେ ପ୍ରଭାତ । ପାଣ୍ଡବ ବଂଶକୁ ବିଶ୍ୱାସ ଘାତକ କୁହାଯାଉଛି ।










