28.1 C
Bhubaneswar
Tuesday, July 14, 2026
Homeଓଡିଶାବିଜେଡିରୁ ୧୦ କାଉନସିଲରଙ୍କ ଇସ୍ତଫା

ବିଜେଡିରୁ ୧୦ କାଉନସିଲରଙ୍କ ଇସ୍ତଫା

ଝାରସୁଗୁଡା: ଝାରସୁଗୁଡା ବେଲପାହାଡରେ ଭୁଶୁଡୁଛି ବିଜେଡି ଗଡ । ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର । ହିତେଶ ଠକରଙ୍କୁ ନିଲମ୍ବନ ପରେ ବିଜେଡି ଛାଡିଲେ କାଉନସିଲର । ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking