28.1 C
Bhubaneswar
Tuesday, June 30, 2026
Homeଓଡିଶାଡମ୍ପର-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଡମ୍ପର-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର : ଡମ୍ପର-ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର । ୧୬ ନମ୍ବର ଜାତୀୟ ବାଲେଶ୍ବର ବସ୍ତା ବାଇପାସ୍ ନିକଟରେ ଦୁର୍ଘଟଣା । ମୃତକ ହେଲେ ନିଳଗିରି ମର୍ଦ୍ଦରାଜପୁ ଗାଁର କମଳ ଲୋଚନ ସାହୁ । ବସ୍ତା ଅମର୍ଦା ରୋଡ ଅଞ୍ଚଳରୁ ସେ ନିଜ ଭଉଣୀ ଏବଂ ଭାଣିଜୀକୁ ନେଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା ।ଘଟଣାସ୍ଥଳରେ କମଳ ଲୋଚନଙ୍କ ମୃତ୍ୟୁ ଘଟିଥିବାବେଳେ ଭଉଣୀ ଓ ଭାଣିଜୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଡମ୍ପର ଜବତ କରିବା ସହ ଘଟଣାର ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking