ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ନେଇ ମନମୋହନ ସାମଲ ପ୍ରେସମିଟ କରି କହିଛନ୍ତି , କାଲି ଓଡିଶା ପାଇଁ ଏକ ସ୍ମରଣୀୟ ଦିନ ହେବ । ଗୋଟେ ମଞ୍ଚଞ୍ଚରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଓଡିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଉପସ୍ଥିତ ରହିବେ । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିବା ପରେ ଓଡିଶା ଆସୁଛନ୍ତି ମୋଦୀ । ଏହି ଅବସରରେ ଓଡିଶାବାସୀଙ୍କୁ ବଡ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବେ କହିଛନ୍ତି ମନମୋହନ ସାମଲ । ଓଡିଶାର ବିକାଶରେ ପୂର୍ବୋଦୟର ବିକାଶ କଥା ମଧ୍ୟ ସେ କହିଛନ୍ତିା










