37.8 C
Bhubaneswar
Friday, June 12, 2026
Homeଓଡିଶାଓଡ଼ିଶା ଛୁଇଁଲା ମୌସୁମୀ

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ । ୧୫ ତାରିଖ ଯାଏଁ  ବର୍ଷା ନେଇ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ଓଡ଼ିଶାର ଉତ୍ତର ପଟୁ ରାଜ୍ୟକୁ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମୌସୁମୀ ସାଙ୍ଗରେ ବଡ଼ ବର୍ଷା ନେଇ ଆସିଛି । ଦ୍ୱିତୀୟ ସପ୍ତାହ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।ଯଦି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ଏହା ମୌସୁମୀକୁ ଆହୁରି ଅଧିକ ସକ୍ରିୟ କରିବ । ଫଳରେ ରାଜ୍ୟକୁ କିଛି ଭଲ ବର୍ଷା ମିଳିବାର ସମ୍ଭାବନା ରହିଛି । ଏହାପୂର୍ବରୁ ୧୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ବିସ୍ତୃତି । ଶୁକ୍ରବାରରୁ ବଢିବ ବର୍ଷାର ବିସ୍ତୃତି । ଶୁକ୍ରବାର ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସହ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking