39.6 C
Bhubaneswar
Thursday, June 11, 2026
Homeଓଡିଶାଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା

ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା

ଭୁବନେଶ୍ବର: ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା । ଭୁବନେଶ୍ବର ଷ୍ଟେସନରୁ ଆସୁଥିଲା ଖାଲି ଟ୍ରେନ୍ । ମଞ୍ଚେଶ୍ବର ଦିଗରୁ ଯାଉଥିଲା ଏକ୍ସପ୍ରେସ୍ । କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ସୂଚନା । କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking