38.3 C
Bhubaneswar
Monday, June 8, 2026
Homeଓଡିଶାବଂଚି ଥାଉ ଥାଉ ସୁଭଦ୍ରା ପୋର୍ଟାଲରେ ମୃତ୍ୟୁ

ବଂଚି ଥାଉ ଥାଉ ସୁଭଦ୍ରା ପୋର୍ଟାଲରେ ମୃତ୍ୟୁ

ମାଲକାନଗିରି: ବଂଚି ଥାଉ ଥାଉ ସୁଭଦ୍ରା ପୋର୍ଟାଲରେ ମୃତ୍ୟୁ । ନା ଚଳୁଛି ଆଧାର କାର୍ଡ, ନା କାମରେ ଲାଗୁଛି ସ୍ବାସ୍ଥ୍ୟ ବୀମା କାର୍ଡ । ଏପରିକି ସୁଭଦ୍ରା ପ୍ରଥମ କିସ୍ତି ପାଇଲେ, ଦ୍ବିତୀୟ କିସ୍ତି ପାଇଁ ଗଲାବେଳକୁ ନିଜକୁ ମୃତ ବୋଲି ପାଇଲେ ଯୁବତୀ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ଅଧିନ ସର୍ଗୀଗୁଡାରେ ।  ଅଭିଯୋଗ ଆଣିଥିବା ଯୁବତୀ ହେଲେ ସନମତି କଟପାଡିଆ । ଆଜି କିଆଙ୍ଗ ଠାରେ ବିଡିଓଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରିଛନ୍ତି ସନମତି । ସେପଟେ ତାଙ୍କୁ କିପରି ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking