30.4 C
Bhubaneswar
Sunday, June 7, 2026
Homeଓଡିଶାରାସ୍ତା କଡ଼କୁ ଖସିଲା ବସ୍: ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ରାସ୍ତା କଡ଼କୁ ଖସିଲା ବସ୍: ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ଲହଣ୍ଡ। ରେଳ ଓଭରବ୍ରିଜରେ ବସ୍‌କୁ ଧକ୍କା ଦେଲା ଟ୍ରେଲର। ସାମାନ୍ୟ ଆହତ ଯାତ୍ରୀ,୫୨୦ ନଂ ଜାତୀୟ ରାଜପଥ ର ଲହଣ୍ଡା ରେଳ ଓଭର ବ୍ରିଜ ରାସ୍ତାରେ ତୁରୁମୁଙ୍ଗ। ଯାଉଥିବା ବିଳାସିନୀ ନାମକ ବସ କୁ ପଛ ପଟୁ ଏକ ଖଣିଜ ବୋଝେଇ ଟ୍ରେଲର ଧକ୍କା ଦେଇଥିଲା । ଫଳରେ ବସ ଟି ଆଗକୁ ଯାଇ ନ ପାରି ରାସ୍ତା କଡ଼ରେ ଥିବା ନିକଟ ନଦୀ କୂଳ କୁ ଖସି ଯାଇ ଥିଲା ।ତେବେ ସୁରକ୍ଷା ବ।ଡ ଥିବାରୁ ବସ ଟି ନଦୀ ଗର୍ଭ କୁ ନ  ଯାଇ ସେଠାରେ ଅଟକି ରହିଥିଲା ।ଏପରି ଭୟାବହ ଦୁର୍ଘଟଣା ରୁ ବସ ରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବସ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।ବସ ଟି ଦୁର୍ଘଟଣା ଗ୍ରସ୍ତ ପରେ ଜାତୀୟ ରାଜପଥ କୁ ସମ୍ପୂର୍ଣ ଭାବେ ଅବରୋଧ କରି ଉତେଜନା ଦେଖିବକୁ ମିଳିଛି । ବାରମ୍ବାର ଏହି ଅଂଚଳ ରେ ଦୁର୍ଘଟଣା ଘଟୁଛି ଗାଡି ଡ୍ରାଇଭର ମାନେ ବେପରୁଆ ଗାଡି ଚଳାଇବା ଭଳି ଦେଖିବକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking