30.4 C
Bhubaneswar
Saturday, June 6, 2026
Homeଓଡିଶାଘର,ଜାଗାକୁ ନେଇ ଆକ୍ରମଣ ଅଭିଯୋଗ

ଘର,ଜାଗାକୁ ନେଇ ଆକ୍ରମଣ ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ବିଳମ୍ବିତ ରାତ୍ରିରେ ଆକ୍ରମଣ। ଗୋଟିଏ ପରିବାରର ଦୁଇ ଭାଇ ଓ ମା’ଙ୍କୁ ହାଣିଲେ ଗ୍ରାମର କିଛି ଲୋକ। ଗୁରୁତର ଅବସ୍ଥାରେ ମା, ପୁଅ ତିନି ଜଣଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଭାଇ ହେଲେ ଦୁର୍ଗା ଆଚାର୍ଯ୍ୟ ଓ ମୃତ୍ୟୁଞ୍ଜୟ ଆଚାର୍ଯ୍ୟ। ଉଭୟଙ୍କ ମୁଣ୍ଡ, ହାତ ଓ ପିଠି ପାଖକୁ ଧାରୁଆ ଅସ୍ତ୍ରରେ ହଣାଯାଇଛି । ଘର ଜାଗାକୁ ନେଇ ଆକ୍ରମଣ ହୋଇଥିବା ସୂଚନା। ଘଟଣାକୁ ନେଇ ପୁଲିସର ତନାଘନା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking