31 C
Bhubaneswar
Saturday, June 6, 2026
Homeଓଡିଶାଅଖା ଭିତରୁ ମିଳିଲା ଗଳିତ ମୃତଦେହ

ଅଖା ଭିତରୁ ମିଳିଲା ଗଳିତ ମୃତଦେହ

କେନ୍ଦ୍ରାପଡା: କେନ୍ଦ୍ରାପଡା ଆଳି ଥାନା ଅଞ୍ଚଳରୁ ମିଳିଲା ଗଳିତ ମୃତଦେହ। ଆଳି ବାରମାଣୀଆ ରାସ୍ତା ଠାରୁ ଦୁଇ ଶହ ମିଟର ଦୂର ଭେଡା ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ । ପଡି ରହିଛି ଚାରୋଟି ହାଡ଼, ଖପୁରି, କିଛି ଚୁଟି ଏବଂ ଅଖାରେ ଏକ ନୀଳ ଗଞ୍ଜି ଅଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ମହିଳା ଅବା ପୁରୁଷ ସେନେଇ କିଛି ସୂଚନା ମିଳିପାରିନାହିଁ। ପୁଲିସ ମୃତକଙ୍କ ପରିଚୟ ଠାବ କରିବାକୁ ଚେଷ୍ଟା ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking