35.1 C
Bhubaneswar
Tuesday, June 2, 2026
Homeଓଡିଶାହାତୀକୁ ମାରି ପୋତିବା ଘଟଣାରେ ଆକ୍ସନ: ମନ୍ତ୍ରୀ

ହାତୀକୁ ମାରି ପୋତିବା ଘଟଣାରେ ଆକ୍ସନ: ମନ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ମାରି ପୋତିବା ଘଟଣାରେ ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଲେ ଜଙ୍ଗଲ ମନ୍ତ୍ରୀ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଯେଉଁମାନେ ଜୀବଜନ୍ତୁଙ୍କୁ ମାରୁଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜଙ୍ଗଲ ସୁରକ୍ଷା ପାଇଁ ଏଆଇ କ୍ୟାମେରା ଲାଗିଛି ,ବନ ବିଭାଗ ସଜାଗ ଅଛି । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସୂଚନାଥାଉକି, ଗତକାଲି ହାତୀକୁ ମାରି ଗାତ କରି ପୋତିଦେିଥିଲେ । ପରେ ଜେସିବି ସାହାଯ୍ୟରେ ଖୋଳି ବାହାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking