37.1 C
Bhubaneswar
Monday, June 1, 2026
Homeଓଡିଶାବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ: ରାଜସ୍ୱ ମନ୍ତ୍ରୀ

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଜୁନ ୪ ଉଦଘାଟନୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତା ଜୁନ ୩ରୁ ୫ ତାରିଖ ଯାଏଁ ପୁରୀରେ ବ୍ରିକ୍ସ ସମ୍ମିଳନୀ ହେବ । ସମ୍ମିଳନୀରେ ଯୋଗ ଦେବେ ବ୍ରାଜିଲ, ରୁଷିଆ, ଭାରତ, ଇଜିପ୍ଟ ପ୍ରତିନିଧି ,ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା ପ୍ରତିନିଧି ଯୋଗ ଦେବେ । ଏଥିସହ ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ପ୍ରତିନିଧି ମଧ୍ୟ ଯୋଗ ଦେବେ । ବିପର୍ଯ୍ୟୟ ପରିଚାଳନା ଓ ଆଗୁଆ ସତର୍କତା ଉପରେ ଆଲୋଚନା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking