34.1 C
Bhubaneswar
Thursday, May 28, 2026
Homeଓଡିଶାବିଜେପିରେ ନେତା ହିଁ କାର୍ଯ୍ୟକର୍ତ୍ତା: ଅରୁଣ ସିଂ

ବିଜେପିରେ ନେତା ହିଁ କାର୍ଯ୍ୟକର୍ତ୍ତା: ଅରୁଣ ସିଂ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ । ବିଜେପିରେ ନେତା ହିଁ କାର୍ଯ୍ୟକର୍ତ୍ତା ବୋଲି କହିଲେ ଅରୁଣ ସିଂ ।ଅନ୍ୟ ଦଳର ଲୋକେ ବଡ ନେତାଙ୍କୁ ଭେଟି ପାରନ୍ତିନି, ବିଜେପିରେ ମିଶୁଛନ୍ତି ।ପରିବାର ଭାବନା ନେଇ ବିଜେପିରେ କାମ ହୋଇଥାଏ । ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଏ, ଅନ୍ୟ ଦଳରେ ଯାହା ଏହା ନାହିଁ । ଓଡିଶାରେ ଡବଲ ଇଞ୍ଜିନ ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking