36.1 C
Bhubaneswar
Tuesday, May 26, 2026
Homeଓଡିଶା୨୮ରେ ଇଦ- ଉଲଜୁହା ଛୁଟି

୨୮ରେ ଇଦ- ଉଲଜୁହା ଛୁଟି

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଇଦ -ଉଲ- ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏଥିରେ ଆଶିଂକ ପରିବର୍ତ୍ତନ କରାଯାଇଛି । ୨୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ । ୨୭ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ କୋର୍ଟ ଖୋଲା ରହିବ ବୋଲି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking