34.1 C
Bhubaneswar
Monday, May 25, 2026
Homeଓଡିଶାବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବଦଳି

ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବଦଳି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବଦଳି । ତାଙ୍କୁ ଗୃହ ବିଭାଗର ଓଏସଡି ଦାୟିତ୍ୱ ଦିଆଯାଇଛି । ଏଡିଜିପି କମ୍ୟୁନିକେସନ ପଦରୁ ହଟିଲେ ଗଙ୍ଗୱାର । ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ । ଗଙ୍ଗାୱାରଙ୍କ ନାଁ ନେଇ ଅଭିଯୋଗ କରିଥିଲେ ମୃତ ସୌମ୍ୟଙ୍କ ମାଆ । ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି କହିଥିଲେ । ଭିଡ ହିଂସାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା, ଏବେ ଯାଏ ବି ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛନ୍ତି । ଓଡିଶାର କ୍ୟାଡରର ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking