31.1 C
Bhubaneswar
Friday, May 22, 2026
Homeଓଡିଶାସ୍ପେଶାଲ କ୍ରାଇମ ୟୁନିଟ୍‌ ହାତରେ ମୋଷ୍ଟ ୱାଣ୍ଟେଡ୍‌ ବ୍ରାଉନ ସୁଗାର ବେପାରୀ

ସ୍ପେଶାଲ କ୍ରାଇମ ୟୁନିଟ୍‌ ହାତରେ ମୋଷ୍ଟ ୱାଣ୍ଟେଡ୍‌ ବ୍ରାଉନ ସୁଗାର ବେପାରୀ

ଭୁବନେଶ୍ୱର: ସ୍ପେଶାଲ କ୍ରାଇମ ୟୁନିଟ ହାତରେ ମୋଷ୍ଟ ୱାଣ୍ଟେଡ ବ୍ରାଉନ ସୁଗାର ବେପାରୀ। ଦିନବେଳା ଆସୁଥିଲେ ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କୁ ବିକୁଥିଲେ । ଆଉ ସଞ୍ଜ ବେଳେ ଝାଡଖଣ୍ଡ ଫେରି ଯାଉଥିଲେ । ଦାମୀ ଗାଡିରେ ବୁଲି ବୁଲି କରୁଥିଲେ ଡିଲ । ମିଳିଲା ଓଡିଶା ଝାଡଖଣ୍ଡର ବ୍ରାଉନସୁଗାର ଲିଙ୍କ । ଝାଡଖଣ୍ଡର ମହମ୍ମଦ ବାଦଶାହ ଓ ଭଦ୍ରକର ଫକୁରୁଦ୍ଦିନ ଖାନଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ ୟୁନିଟ । ଦୀର୍ଘଦିନ ଧରି ରାଜଧାନୀରେ ବିକୁଥିଲେ ଆଉ ପୋଲିସ ସହ ଲୁଚକାଳି ଖେଳୁଥିଲେ । ସେମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ କିଆ ସେଲଟ୍ସ ଗାଡି ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking