39.4 C
Bhubaneswar
Thursday, May 21, 2026
Homeଦେଶ ବିଦେଶଖୋର୍ଦ୍ଧା- ନୟାଗଡ ୪ ଲେନ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବ ଖାରଜ

ଖୋର୍ଦ୍ଧା- ନୟାଗଡ ୪ ଲେନ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା । ଖୋର୍ଦ୍ଧା- ନୟାଗଡ ୪ ଲେନ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି କେନ୍ଦ୍ର ସରକାର । ରାସ୍ତାକୁ ୨ରୁ ୪ଲେନ କରିବାକୁ ପିପିପିଏସି ନିକଟରେ ପ୍ରସ୍ତାବ ରହିଥିଲା । ତେବେ ନିୟମାନୁସାରେ ୨୪ ଘଣ୍ଟାରେ ୧୦ ହଜାର ଗାଡି ଚଳାଚଳ କରୁଥିଲେ ୪ ଲେନ ହୋଇପାରିବ ଏନେଇ କେନ୍ଦ୍ର ସଡକ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ ଭୁବନେଶ୍ୱର ଏମପି । କେଉଁ ଆଧାରରେ ଆବେଦନକୁ ନାମଞ୍ଜୁର କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking