34.1 C
Bhubaneswar
Monday, May 18, 2026
Homeଓଡିଶାସୁନା, ରୁପାର ଦର ପୁଣି ହ୍ରାସ

ସୁନା, ରୁପାର ଦର ପୁଣି ହ୍ରାସ

ନୂଆଦିଲ୍ଲୀ: ସୁନା, ରୁପାର ଦର ପୁଣି ହ୍ରାସ ପାଇଛି। ବର୍ଷେ ଯାଏଁ ସୁନା ନ କିଣିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଏହାପରେ ସରକାରଙ୍କ ଆମଦାନି ଶୁଳ୍କ ବୃଦ୍ଧି ଘୋଷଣା ପରେ ପରେ ଉପରକୁ ଚଢ଼ିଥିଲା ସୁନା ଦର । ସୋମବାର ଉଭୟ ସୁନା ଓ ରୁପା ମୂଲ୍ୟ ତଳକୁ ଖସିଛି । ରୁପା ରକେଟ ବେଗରେ କିଲୋ ପିଛା ଦାମ ୩ ଲକ୍ଷକୁ ଛୁଇଁଥିଲା । ତେବେ ଚଳିତ ବର୍ଷ ରୁପାର ସର୍ବୋଚ୍ଚ ମୂଲ୍ୟରୁ ଏବେ ୧ଲକ୍ଷ ୯୨ ହଜାର ଟଙ୍କାର ହ୍ରାସ ଦେଖିବାକୁ ମିଳିଛି  ।  ସେହିପରି ଆଜି ମଲଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସ୍‌ରେ କାରବାର ଆରମ୍ଭରୁ ସୁନାଦର ହ୍ରାସ ପାଇଛି  । ତେବେ କିଣାବିକା ବଢିବା ପରେ ହ୍ରାସ ପାଇଥିବା ଦର ବି ଭରଣା ହୋଇଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking