35.1 C
Bhubaneswar
Monday, May 18, 2026
Homeଓଡିଶାବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ

କେନ୍ଦୁଝର: ଆନନ୍ଦପୁର  ଉପଖଣ୍ଡର  ବିଭିନ୍ନ  ସ୍ଥାନରେ  କେନ୍ଦୁଝର  ପୁଲିସର ସ୍ୱତନ୍ତ୍ର  ସ୍କ୍ୱାର୍ଡ  ପକ୍ଷରୁ ବଡ ଧରଣର ଚଢାଉ କରାଯାଇଛି । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢାଉ  କରାଯାଉଥିବା  ଜଣା ଯାଇଛି । ଆନନ୍ଦପୁର, ଘସିପୁରା, ନନ୍ଦିପଦା ଥାନା ଅଞ୍ଚଳରେ  ୭ଟି ସ୍ଥାନରେ   ଚଢାଉ କରାଯାଉଥିବା ସୂଚନା ମିଳିଛି । ଚଢାଉ ସମୟରେ ୨୫ ଲକ୍ଷ ଟଙ୍କା  ନଗଦ  ମିଳିଥିବା କୁହାଯାଉଛି । ରବିବାର ବିଳମ୍ବିତ ରାତିରୁ ଆନନ୍ଦପୁର, ତରତରା ହାଟଡିହି, ଧକୋଠା , ବିରଗୋବିନ୍ଦପୁର, ଶାଳଣିଆଁ , ବଂଚୋ, ଜମ୍ଭରା ଆଦି ୮ଟି ସ୍ଥାନରେ ବାଲି ମାଫିଆ  ଓ ବାଲି ବେପାରରେ ସମ୍ପୃକ୍ତ  ବ୍ୟକ୍ତିଙ୍କ ଘରେ ପୋଲିସ ଚଢାଉ କରିଛି । ହାଟଡିହି  ବ୍ଲକ ଉପାଧ୍ୟକ୍ଷଙ୍କ ଘରେ  ଚଢାଉ  କରାଯାଉଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking