37.1 C
Bhubaneswar
Friday, May 15, 2026
Homeଓଡିଶାକାର୍‌- ହାଇଓ୍ବା ଧକ୍କା: ୨ମୃତ

କାର୍‌- ହାଇଓ୍ବା ଧକ୍କା: ୨ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ରାସ୍ତା ଭୋଳାଛକଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌କୁ ଚିପ୍ସ ବୋଝେଇ ହାଇୱା ଧକା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। କାହାର ଅଦ୍ୟାବଧି ପରିଚୟ ମିଳି ନ ଥିବାବେଳେ ଚନ୍ଦକା ପୋଲିସର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking