34.1 C
Bhubaneswar
Friday, May 15, 2026
Homeଓଡିଶାଭୋଟର ଲିଷ୍ଟରୁ ୯ ଲକ୍ଷରୁ ଉର୍ଦ୍ଧ୍ୱ ବାଦ: ସିଇଓ

ଭୋଟର ଲିଷ୍ଟରୁ ୯ ଲକ୍ଷରୁ ଉର୍ଦ୍ଧ୍ୱ ବାଦ: ସିଇଓ

ଭୁବନେଶ୍ୱର: ଓଡିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର । ଏନେଇ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରସ୍ତୁତି , ପ୍ରଶିକ୍ଷଣ ମୁଦ୍ରଣ କାର୍ଯ୍ୟ ମେ ୨୦ରୁ ୨୯ ଯାଏଁ ଚାଲିବ । ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି । ଭୋଟର ଲିଷ୍ଟରୁ ବାଦ ପଡିଛନ୍ତି ୯ ଲକ୍ଷରୁ ଅଧିକ ଭୋଟର । ଏସଆଇଆର ଶେଷ ହେବା ବେଳେ ୪୫, ୨୫୫ ବୁଥ ହେବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି ବୋଲି କହିଛନ୍ତି ସିଇଓ । ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking