36.1 C
Bhubaneswar
Thursday, May 14, 2026
Homeଓଡିଶାଡିଜିପି ଅଫିସ ଘେରାଉ କଲା ବିଜେଡି

ଡିଜିପି ଅଫିସ ଘେରାଉ କଲା ବିଜେଡି

କଟକ: ଭାରତୀୟ ଜନତା ପାର୍ଟିର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ । ମାତା ମଠ ଠାରେ ଆରମ୍ଭ ହଇଯାଇଛି ଗଣ ବିକ୍ଷୋଭ । ଏହା ସହିତ ପୋଲିସ ମହାନିର୍ଦ୍ଦେଶକ ଅଫିସ ଘେରାଉ ହୋଇଛି । ଶତାଧିକ ବିଜୁ ଜନତା ଦଳର କର୍ମୀମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡିଜି ଅଫିସ ଅଭିମୁଖେ ଅଗ୍ରସର ହେଉଛନ୍ତି । ଏହି ସମୟ ମଧ୍ୟରେ ଡିଜି ଅଫିସ ଆଗରେ ମୁତୟନ ହୋଇଥିବା ସଶସ୍ତ୍ର ପୋଲିସ ଭିଡ ନିୟନ୍ତ୍ରଣ ଓ ଆଇନ ଅମାନ୍ୟକୁ ମୁକାବିଲା ପାଇଁ ମାର୍ଚ୍ଚିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking