35.6 C
Bhubaneswar
Wednesday, May 13, 2026
Homeଓଡିଶାଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ

ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅପିଲ କରିଛନ୍ତି । ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଇଭି ପାଇଁ ସବସିଡି ୨୦୦୮ ଯାଏଁ ବୃଦ୍ଧି କରାଯାଇଛି । ଆବଶ୍ୟକତା ଅନୁସାରେ ଯାତାୟତ କରିବାକୁ ପରାମର୍ଶ ଦେଇଛନ୍ତି । ପିଏମଙ୍କ କଥା ମାନି ତେଲ କମ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପିଏମଙ୍କ କାରକେଡ ଗାଡି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି । ସରକାରୀ ଅଫିସରେ ବ୍ୟବହୃତ ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ । ୩ ପାଇଲଟ ଗାଡି ମଧ୍ୟରୁ ମାତ୍ର ଗୋଟିଏ ବ୍ୟବହାର କରିବେ କହିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମୁଁ ନିଜେ ସରକାରୀ ବସରେ ଯିବା ଆସିବା କରିବି କହିଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking