23.1 C
Bhubaneswar
Tuesday, May 5, 2026
Homeଓଡିଶାରାଜ୍ୟସଭା ଭୋଟିଂ ଦ୍ୱନ୍ଦ୍ୱ: ୧୧ରେ ସିଇଓ ବିଜେଡି ମିଟିଂ

ରାଜ୍ୟସଭା ଭୋଟିଂ ଦ୍ୱନ୍ଦ୍ୱ: ୧୧ରେ ସିଇଓ ବିଜେଡି ମିଟିଂ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଭୋଟିଂ ଦ୍ୱନ୍ଦ୍ୱରୁ ନେଇ ଆସନ୍ତା ୧୧ରେ ସିଇଓ ବିଜେଡି ମିଟିଂ । ୫ ଜଣିଆ ବିଜେଡି ଟିମକୁ ସାକ୍ଷାତ ପାଇଁ ସିଇଓ ଅନୁମତି ଦେଇଥିବା ସୂଚନା ମିଳିଛି । ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଲା ମଲ୍ଲିକ, ପ୍ରତାପ ଦେବ , ଅରୁଣ ସାହୁ, ସସ୍ମିତ ପାତ୍ର ଭେଟିବେ । ଉପାସନା ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭୋଟକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟଙ୍କୁ ଦ୍ୱିତୀୟ ବାଲଟ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବୀନ । ସାଂସଦ ନବୀନ ସସ୍ମିତ ପାତ୍ର ଏନେଇ ଇସିଆଇଙ୍କ ନିକଟରେ ଫେରାଦ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking