31.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଟିଭିକେକୁ କଂଗ୍ରେସର ସମର୍ଥନ !

ଟିଭିକେକୁ କଂଗ୍ରେସର ସମର୍ଥନ !

ନୂଆଦିଲ୍ଲୀ: ଟିଭିକେ ସହ ହାତ ମିଳାଇ ପାରେ କଂଗ୍ରେସ । ଏଆଇସିସିର ଦୃଷ୍ଟି ଆକର୍ଷଣ କଲା ତାମିଲନାଡୁ କଂଗ୍ରେସ ଶାଖା । ୫ ଆସନ ଜିତିଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ସମ୍ଭାବନା ରହିଛି । ବହୁମତଠାରୁ ଅଳ୍ପ ଦୂରରେ ରହିଛି ଟିଭିକେ । ଟିଭିକେ ସୁପ୍ରିମୋ ବିଜୟ ମୁଖ୍ୟମନ୍ତ୍ରୀ ହେବା ଆଶା ଉଜ୍ଜ୍ୱଳ ରହିଛି । ତାମିଲନାଡୁ ରାଜନୀତିରେ ପୁଣି ଥରେ ଏକ ବଡ଼ ପରିବର୍ତ୍ତନ ଘଟିଛି । ଥାଲାପତି ଭାବରେ ଜଣାଶୁଣା ସୁପରଷ୍ଟାର ବିଜୟ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ଇତିହାସ ରଚିଛନ୍ତି । ତାଙ୍କ ଦଳ, ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଏହାର ପ୍ରଥମ ନିର୍ବାଚନୀ ଲଢ଼େଇରେ ​​ଝଡ଼ ସୃଷ୍ଟି କରିଛି । ଟିଭିକେ ୧୦୯ ଆସନରେ ଆଗୁଆଥିବାବେଳେ ଏଆଇଏଡିଏମ୍‌କେ ୬୫, ଡିଏମ୍‌କେ ୬୦ ଆସନରେ ଆଗୁଆ ରହିଛନ୍ତି । ଥାଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ​​ନିର୍ବାଚନୀ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking