27.1 C
Bhubaneswar
Sunday, May 3, 2026
Homeଓଡିଶାଓମ୍‌ଫେଡ୍ କ୍ଷୀର ଦର୍ ବୃଦ୍ଧି

ଓମ୍‌ଫେଡ୍ କ୍ଷୀର ଦର୍ ବୃଦ୍ଧି

ଭୁବନେଶ୍ୱର : ଓମ୍‌ଫେଡ୍ କ୍ଷୀର ଦର୍ ବୃଦ୍ଧି । ଓଡ଼ିଶାରେ କ୍ଷୀର ଦର୍ ବୃଦ୍ଧି କଲା ଓମ୍‌ଫେଡ୍ । ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି । ୫୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୪ ଟଙ୍କା । ପ୍ରିମିୟର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି । ୫୪ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୮ ଟଙ୍କା । ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି । ୬୦ ଟଙ୍କାରୁ ବୃଦ୍ଧି ପାଇଁ ହେଲା ୬୪ ଟଙ୍କା । ଗୋଲ୍ଡ ପ୍ରିମୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି । ୫୬ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୦ ଟଙ୍କା । ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ପ୍ରତି ୨ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ରାଜ୍ୟରେ ଓମ୍‌ଫେଡ୍‌ର ନୂଆ ଦର ଲାଗୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking