କଟକ: ମହାନଦୀ ଜଳ ବିବାଦ ଆସନ୍ତା ୩୦ରେ ପରବର୍ତ୍ତୀ ଶୁଣାଣି ହେବ । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡିଶା, ଛତିଶଗଡ ଅବଗତ କଲେ । ଆପୋଶ ବୁଝାମଣା ନେଇ ବୈଷୟିକକ ସ୍ତରରେ ଆଲୋଚନା କଥା ଜଣାଗଲା । ଓଡିଶା ପକ୍ଷରୁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମେ ୩୦ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଗଲା ।










