32.1 C
Bhubaneswar
Saturday, May 2, 2026
Homeଓଡିଶାବଲାଙ୍ଗୀରରେ ମୃଦୁ ଭୂକମ୍ପ ଅନୁଭୂତ

ବଲାଙ୍ଗୀରରେ ମୃଦୁ ଭୂକମ୍ପ ଅନୁଭୂତ

ବଲାଙ୍ଗୀର: ବଲାଙ୍ଗୀରରେ ମୃଦୁ ଭୂକମ୍ପ ଅନୁଭୂତ । ଭୋର ୪ଟା ୪୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । କିନ୍ତୁ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଶନିବାର ଦିନ ଭୋରରୁ ବଲାଙ୍ଗୀରରେ ମୃଦୁ ଭୂକମ୍ପରେ ଝଟକା ଅନୁଭୂତ ହୋଇଥିଲା । ଯାହାଫଳରେ କିଛି ଲୋକ ଘରକୁ ବାହାରି ଆସିଥିବାର ଜଣାପଡିଛି । ହେଲେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ତଥାପି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ବି କୌଣସି କ୍ଷୟକ୍ଷୟତିର ସୂଚନା ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking