25.1 C
Bhubaneswar
Thursday, April 30, 2026
Homeଓଡିଶାପ୍ରକାଶ ପାଇଲା ଆଇସିଏସ୍‌ଇ, ଆଇଏସ୍‌ଇ ରେଜଲ୍ଟ

ପ୍ରକାଶ ପାଇଲା ଆଇସିଏସ୍‌ଇ, ଆଇଏସ୍‌ଇ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ। ଗୁରୁବାର ଆଇସିଏସସି ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। cisce.org ଓ results.cise.orgରେ ରେଜଲ୍ଟ ଉପଲବ୍ଧ ରହିଛି। ଆଜି ଏପ୍ରିଲ ୩୦ ତାରିଖ ଦିନ ଆଇସିଏସସି ଏବଂ ଆଇଏସସି ଶ୍ରେଣୀ ୧୦ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଫଳାଫଳ ସକାଳ ୧୧:୦୦ ଟାରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଓଶିନ ଅଗ୍ରୱାଲ ଏବଂ ୱଜେନାବ ଫାତିମା ଆଇଏସସି ଶ୍ରେଣୀ ୧୨ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଉଭୟ ଛାତ୍ର ଦ୍ୱାଦଶ ଶ୍ରେଣୀରେ ୯୯.୭୫ ପ୍ରତିଶତ ନମ୍ବର ରଖିଛନ୍ତି। ଏହା ସହିତ, ଦଶମ ଶ୍ରେଣୀରେ, ସିଏମଏସର ସମର୍ଥ ୯୯.୨୦ ପ୍ରତିଶତ ନମ୍ବର ରଖିଛନ୍ତି, ଆରଏଲବିର ୧୦ ଶ୍ରେଣୀ ଛାତ୍ରୀ ଆୟୁଷୀ ୯୮.୨ ପ୍ରତିଶତ ନମ୍ବର ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking