38.1 C
Bhubaneswar
Friday, April 24, 2026
Homeଦେଶ ବିଦେଶଟିଏମସି ମହିଳା ବିରୋଧୀ: ମୋଦି

ଟିଏମସି ମହିଳା ବିରୋଧୀ: ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମ ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣହୁଙ୍କାର । ଆରଜିକର ପୀଡିତାଙ୍କ ମା ରତନା ଦେବନାଥଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । ଟିଏମସି ଏକ ମହିଳା ବିରୋଧୀ ଦଳ କହି କଡା ନିଶାନା କରିଛନ୍ତି । ଯାହାଙ୍କ ଝିଅ ଟିଏମସି ଜଙ୍ଗଲ ରାଜର ଶିକାର, ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଯେତେବେଳେ ବଙ୍ଗର ଝିଅ ନ୍ୟାୟ ମାଗନ୍ତି, ଟିଏମସି ଘରୁ ବାହାରିବାକୁ କୁହେ । ଚିଏମସି ଝିଅମାନଙ୍କୁ ସ୍ୱପ୍ନ ଦେଖିବାକୁ ଚାହୁଁ ନାହିଁ । ବିଜେପିର କେହି ବି ଝିଅମାନଙ୍କର ସ୍ୱପ୍ନକୁ ପାଦରେ ଦଳିବାକୁ ଦେବେ ନାହିଁ । ବିଜେପି ସରକାର ଗଠନ ହେବା ପରେ ମହିଳାଙ୍କ ବିରୋଧୀ ଫାଇଲ ଖୋଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking