ଭୁବନେଶ୍ୱର: ୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡିଶା ସିଟି ଗ୍ୟାସ ବିତରଣ ନୀତି । ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷ୍ୟ ରଖିଛୁ ୬ ମାସ ଭିତରେ ସିଟି ଗ୍ୟାସ ବିତରଣ ନୀତି କାର୍ଯ୍ୟକାରୀ ହେବ । ସହରରେ ପିଏନଜି, ସିଏନଜି ବ୍ୟବସ୍ଥା ହେବ । ସିଏନଜି ଗାଡିକୁ ପ୍ରୋତ୍ସାହନ ମିଳିବ ।










