34.7 C
Bhubaneswar
Wednesday, April 22, 2026
Homeଓଡିଶାମହୁମାଛି ଆକ୍ରମଣରେ ଶିକ୍ଷକ, ଶିକ୍ଷୟତ୍ରୀ ଗୁରୁତର

ମହୁମାଛି ଆକ୍ରମଣରେ ଶିକ୍ଷକ, ଶିକ୍ଷୟତ୍ରୀ ଗୁରୁତର

ବାଲେଶ୍ୱର: ମହୁମାଛି ଆକ୍ରମଣରେ ଶିକ୍ଷକ, ଶିକ୍ଷୟତ୍ରୀ ଗୁରୁତର। ପାଣିରେ ପଶି ଜୀବନ ବଞ୍ଚାଇଲେ ଶିକ୍ଷକ। ବାଲେଶ୍ୱର ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଓ ୨ ଶିକ୍ଷୟତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଏପରି ହୋଇଛି ଯେ ବିଦ୍ୟାଳୟ ଛୁଟି କରିବାକୁ ପଡିଛି। ସୂଚନା ଅନୁଯାୟୀ, ସକାଳେ ସ୍କୁଲ ଖୋଲିବା ବେଳେ ନିକଟ ଜଙ୍ଗଲରୁ କିଛି ମହୁମାଛି ଚାଲିଆସି ହଠାତ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କୁ ଆକ୍ରମଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking