27.6 C
Bhubaneswar
Wednesday, April 15, 2026
Homeଦେଶ ବିଦେଶସିବିଏସଇ ଦଶମ ରେଜଲ୍ଟ ପ୍ରକାଶ

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ

ନୂଆଦିଲ୍ଲୀ: ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା । ଫେବୃଆରୀ ୧ରୁ ମାର୍ଚ୍ଚ ୧୦ ଯାଏ ଚାଲିଥିବା ପରୀକ୍ଷାରେ ୨.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cbseresults.nic.in ରେ ଲିଙ୍କ ମାଧ୍ୟମରେ ସେମାନଙ୍କର ଫଳାଫଳ ଚେକ କରିପାରିବେ । ଡିଜିଲକର ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଟ ଦେଖିପାରିବେ ।ଓଡିଶାରୁ ପାଖାପାଖି ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking