ଭୁବନେଶ୍ୱର: ବିଜୁ ଲିଗାସୀ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ତିରୋଧାନ ଦିବସରେ ବିଜୁ ବାବୁ ବାବୁଙ୍କ ବିଷୟରେ ଚର୍ଚ୍ଚା ହେବ । ଶ୍ରଦ୍ଧାଞ୍ଜଳି ସଭାରେ ଦଳ ଗଢିବା ଚର୍ଚ୍ଚା ହୁଏ ନାହିଁ । ସମସ୍ତଙ୍କୁ ନିମନ୍ତ୍ରଣ, ବିଜୁ ବାବୁଙ୍କୁ ଭଲ ପାଉଥିବା ଲୋକେ ଆସିବେ । ରାଜନୈତିକ ଚର୍ଚ୍ଚା ବାଟରେ ଚର୍ଚ୍ଚା ଚାଲୁ । ଆସନ୍ତା ୧୭ ତାରିଖରେ ଓୟୁଏଟିରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ ହେବ ।










