27.9 C
Bhubaneswar
Saturday, April 11, 2026
Homeଓଡିଶାବେଆଇନ ପଥର ଗାଡ଼ି ଜବତ: ୪ଟି ଗାଡ଼ିର ଚାଳକ ଫେରାର

ବେଆଇନ ପଥର ଗାଡ଼ି ଜବତ: ୪ଟି ଗାଡ଼ିର ଚାଳକ ଫେରାର

ପଟ୍ଟାମୁଣ୍ଡାଇ:୧୦ଟି ବେଆଇନ ପଥର ଗାଡି କୁ ଜବତ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ମାଇନିଙ୍ଗ ଓ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସର ମିଳିତ ଚଢ଼ାଉ ପରେ  ୧୦ ପଥର ବୋଝେଇ ବେଆଇନ ହାଇୱା ଗାଡିକୁ ଜବତ କରିଛି ପୁଲିସ । ଅନ୍ୟପଟେ ପଥର ଗାଡିରTP ନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଥର ଗାଡି ଯାଜପୁର ଆସୁଥିବା ବେଳେ ରାଜନଗର ଅଞ୍ଚଳ କୁ ଯିବା ସମୟରେ ମାଇନିଙ୍ଗ ଓ ପୋଲିସ ଚଢ଼ାଉ କରିଥିଲେ।ତେବେ ଘଟଣା ସ୍ଥଳରୁ ୪ ଗାଡି ଚାଳକ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking