27.1 C
Bhubaneswar
Thursday, April 9, 2026
Homeଓଡିଶାନବୀନ ବାବୁ ମୂଷାଙ୍କୁ ବିଦା କରିବେ: ସମ୍ବିତ

ନବୀନ ବାବୁ ମୂଷାଙ୍କୁ ବିଦା କରିବେ: ସମ୍ବିତ

ଭୁବନେଶ୍ୱର : ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ନେତା ସମ୍ବିତ ରାଉତରାୟ । ୨୦୨୪ରେ ମନ ଇଚ୍ଛା ଟିକେଟ ବାଣ୍ଟିଲେ , ନିଷ୍ଠାବାନଙ୍କୁ ମିଳିଲା ନାହିଁ । ବିଜେପି , କଂଗ୍ରେସର ନୀତି ନଥିବା ଲୋକଙ୍କୁ ଟିକେଟ ଦିଆଗଲା । ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା, ଟିକେଟରେ ପାତର ଅନ୍ତର କାହିଁକି । ବିଜେଡି ନୀତି ଆଦର୍ଶ ଜାଣି ନଥିବା ଲୋକଙ୍କୁ ଟିକେଟ ଦେବାରୁ ରାଜ୍ୟସଭା ଫଳ । ନେତା ରାଜ୍ୟସଭା ନିର୍ବାଚନରେ ଘୋଡା ଭଳି ବିକ୍ରି ହୋଇଗଲେ । ଆମେ କଠିନ ରାସ୍ତାରେ ଯାଉଛୁ, ନବୀନଙ୍କ ନେତୃତ୍ୱରେ ଦଳ ଦୃଢ ହେବ । ସୁଧୁରି ଯାଆନ୍ତୁ , ନଚେତ ନବୀନ ବାବୁ ମୂଷାଙ୍କୁ ବିଦା କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking