30 C
Bhubaneswar
Monday, June 15, 2026
Homeଓଡିଶାରାଜ୍ୟରେ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ରାଜ୍ୟରେ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ଭୁବନେଶ୍ୱର: ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ । ଏହାପରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟରଙ୍କର ମଧ୍ୟ ଜନଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ । ରାଜ୍ୟପାଳ ନିଜେ Login କରି ଜନଗଣନା କରାଇଛନ୍ତି । ରାଜ୍ୟପାଳଙ୍କୁ ୩୩ ପ୍ରଶ୍ନ ପଚରାଗଲା । ୧୯୪୮ ଜଣଗଣନା ଆକ୍ଟ ଅନୁସାରେ ସବୁ କରାଯାଉଛି । ଜଣଗଣନା କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିବେଦନ କଲେ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ସେ କହିଛନ୍ତି, ୧ ଲକ୍ଷ ଜନଗଣନାକାରୀ ଏଥିରେ ସାମିଲ ହୋଇଛନ୍ତି । ଜନ ଗଣନାକାରୀଙ୍କୁ ୧୫୦ରୁ ୨୦୦ ଘର ଆଲର୍ଟ କରାଯାଇଛି । ସେନସସ୍ ପୋର୍ଟାଲରେ ମ୍ୟାପିଂ କରାଯାଇଛି । ଆସନ୍ତା ୧୫ ପରେ ଘରକୁ ଘର ଯାଇ ଜନଗଣନା କରାଯିବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking