33.1 C
Bhubaneswar
Wednesday, March 25, 2026
Homeଓଡିଶାଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ମଣ୍ଡି ଅବ୍ୟବସ୍ଥା ପାଇଁ ବନ୍ଦ ଡାକରା ଦେଇଛି କଂଗ୍ରେସ । ଆଜି ମାଲକାନଗିରି ଜିଲ୍ଲା ବନ୍ଦ । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦିନିକିଆ ବନ୍ଦ ଡାକରା ଦେଲା ଜିଲ୍ଲା କଂଗ୍ରେସ । ଚାଷୀମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ନେତା । ମାଲକାନଗିରିରେ ମଣ୍ଡି ବନ୍ଦ ହେବାକୁ ବସିଲାଣି କିନ୍ତୁ ଏଯାଏଁ ବହୁ ଚାଷୀ ଧାନ ବିକି ପାରିନାହାନ୍ତି । ମିଲର ପରିବର୍ତ୍ତନ ଓ ଶୀଘ୍ର ଧାନ ନେବାପାଇଁ ସରକାରଙ୍କୁ ଦାବି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଶହଶହ କ୍ୱିଣ୍ଟାଲ ଧାନବସ୍ତା ରଖି ଚାଷୀମାନେ ଧାରଣା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking